Friday, May 15, 2026
26.3 C
Odisha

    ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସର ନିକଟରେ ବାଣ ଫୁଟିବା ଘଟଣାରେ ଟ୍ବିଷ୍ଟ, କେହି ଦୁର୍ବୃତ୍ତ ବାରୁଦ ବ୍ୟବହାର କରି ଫୁଟାଇଥିବା ସନ୍ଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ବର   : ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସର ୩ ନଂ ଗେଟ ନିକଟରୁ ବାରୁଦ ଆଉ କଣ୍ଟା ମିଳିଛି । ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି NIAର ୩ ଜଣିଆ ଟିମ୍ । ସାଇଣ୍ଟିଫିକ ଟିମ୍ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରୁଛି । ଏହାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ ହୋଇଛି । ସିସିଟିଭି ଆଧାରରେ ଯାଞ୍ଚ ଚାଲିଥିବା କହିଛନ୍ତି ପୋଲିସ କମିଶନର।

    କିନ୍ତୁ ଘଟଣା ସମୟରେ ସିଟିଟିଭି ବନ୍ଦ ଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ବାରୁଦ ବ୍ୟବହାର କରି ଫଟକା ଫୁଟାଇଥିବା ସନ୍ଦେହ କରାଯାଉଛି ବୋଲି ସିପି କହିଛନ୍ତି । ଆଜି ସ୍କୁଲରେ କ୍ଲାସ୍ ଚାଲିଥିବା ବେଳେ ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    78 %
    2.5kmh
    100 %
    Thu
    27 °
    Fri
    42 °
    Sat
    42 °
    Sun
    43 °
    Mon
    46 °

    ସମ୍ବନ୍ଧିତ