Sunday, September 13, 2026
28.7 C
Odisha

    ପିପିଲି ଦରଜୀସାହିରେ ସିରିଜ ଦୁର୍ଘଟଣା, ୪ ରୁ ଅଧିକ ଗୁରୁତର

    ଆଗକୁ ପଢନ୍ତୁ

    ପିପିଲି : ପୁରୀ ଜିଲ୍ଲା ପିପିଲି ଦରଜୀସାହିରେ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ୍ । ପିପିଲି ଦରଜୀ ସାହି ଛକରେ ଏକ କଳା ରଙ୍ଗର କାର ଡ଼୍ରାଇଭରର ବେପରୁଆ ଗାଡ଼ିଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଛି । ୪ ରୁ ଅଧିକ ଗୁରୁତର ହୋଇଛନ୍ତି ।

    କାରଟି ବଜାର ଭିତରେ ସ୍ପିଡରେ ଯାଉଥିବା ବେଳେ ଭାରସାମ୍ୟ ହରାଇଥିଲା । ପ୍ରଥମେ ବାମ ପଟେ ଯାଉଥିବା ଏକ ବାଇକକୁ ଧକା ଦେଇ ଡାହାଣକୁ ଷ୍ଟେୟରିଂ କାଟୁଥିଲା ବେଳେ ଡାହାଣ ପଟେ ଯାଉଥିବା ଆଉ ଏକ ବାଇକକୁ ଧକ୍କ ଦେଇ ଏକ ଦୋକାନ ଭିତରେ  ପଶିଯାଇଥିଲା l ପିପିଲି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ