Saturday, March 28, 2026
27.6 C
Odisha

    ଭୁବନେଶ୍ୱରରେ ଭଡ଼ାଘରୁ ଉଦ୍ଧାର ହେଲା ଆଇଟିଆଇ ଛାତ୍ରୀଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସକାଳୁ ସକାଳୁ ଦୁଃଖଦ ଖବର। ଭୁବନେଶ୍ୱରର ଏକ ଭଡ଼ା ଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭଡ଼ା ଘରୁ ବାକ୍ ଶବ୍ଦହୀନ ଆଇଟିଆଇ ଛାତ୍ରୀଙ୍କର ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ। ଏହି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପର ଥାନା ଅଞ୍ଚଳରେ ଘଟିଛି। ମୃତ୍ୟୁ ପଛରେ ଜଣେ ଯୁବକ ଦାୟୀ ବୋଲି ମୃତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

    ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ମୃତଦେହ ଜବତ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ମୃତକ ଜଣକ ରାୟଗଡ଼ାର ବୋଲୋ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ