Monday, November 16, 2026
20.9 C
Odisha

    ଭୁବନେଶ୍ୱର ଉପକଣ୍ଠ ରଙ୍ଗବଜାରରେ ଦୁର୍ଘଟଣା, ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ବ୍ଲାକ ଥାର୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଣି ବ୍ଲାକ ଥାର୍ ଆତଙ୍କ ଖେଳାଇଲା ଭୁବନେଶ୍ୱର ଉପକଣ୍ଠରେ । ନିଶାସକ୍ତ ଅବସ୍ଥାରେ ଥାର୍ ଡ୍ରାଇଭରର କାରନାମା । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଘଟିଛି ଘଟଣା । ନିଶାସକ୍ତ ଅବସ୍ଥାରେ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ଥାର୍ ।

    ଦ୍ରୁତଗାମୀ ଥାର୍ ବନ୍ଦ ଥିବା ଗ୍ରୋସରୀ ଦୋକାନକୁ ଧସେଇ ପସିଥିଲା । ସଟର ଭାଙ୍ଗି ଗାଡିଟି ଦୋକାନ ଭିତରେ ପଶିଯାଇଥିଲା । ଦୁର୍ଘଟଣା ଯୋଗୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଧାରଣ ଲୋକ । କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଉତେଜନା । ଘଟଣା ସ୍ଥଳରେ ବାଲିଅନ୍ତା ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟଇଥିବା ଗାଡିକୁ ଜବତ କରିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.9 ° C
    20.9 °
    20.9 °
    70 %
    1.5kmh
    100 %
    Mon
    20 °
    Tue
    27 °
    Wed
    24 °
    Thu
    20 °
    Fri
    21 °

    ସମ୍ବନ୍ଧିତ