Monday, November 16, 2026
20.9 C
Odisha

    ଆଜିଠୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ, ଚଳଚଞ୍ଚଳ ପୁରୀର ୩ ହବିଷ୍ୟାଳି କେନ୍ଦ୍ର

    ଆଗକୁ ପଢନ୍ତୁ

    ପୁରୀ : ଆଜିଠୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ । ପୁରୀର ୩ ହବିଷ୍ୟାଳି କେନ୍ଦ୍ରରେ ବ୍ରତଧାରୀମାନେ ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି । ଏକ ମାସ ପର୍ଯ୍ୟନ୍ତ ବ୍ରତ ପାଳିବେ ହବିଷ୍ୟାଳି । ପୁରୀର ୩ ହବିଷ୍ୟାଳି କେନ୍ଦ୍ରରେ ୨୫ ଶହ ହବିଷ୍ୟାଳି ରହିଛନ୍ତି ।

    ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ପାଇଁ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ବ୍ରତଧାରୀଙ୍କ ଲାଗି ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ସମସ୍ତ ସୁବିଧା ଯୋଗାଇ ଦେଉଛି ପ୍ରଶାସନ । ଚଉରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି ହବିଷ୍ୟାଳି । ଏକ ମାସ ଧରି ଚଳ ଚଞ୍ଚଳ ହୋଇପଡିବ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର । ରାଜ୍ୟସରକାରଙ୍କ ହବିଷ୍ୟାଳି ଯୋଜନାରେ ସମିଲ ହୋଇ ବେଶ ଖୁସିବ୍ୟକ୍ତ କରିଛନ୍ତି ହବିଷ୍ୟାଳି । ପ୍ରତେକ ଦିନ ହବିଷ୍ୟାଳି କେନ୍ଦ୍ରରେ ଭଜନ କୀର୍ତନ ଓ ମହାପ୍ରସାଦ ସେବନ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.9 ° C
    20.9 °
    20.9 °
    70 %
    1.5kmh
    100 %
    Mon
    20 °
    Tue
    27 °
    Wed
    24 °
    Thu
    20 °
    Fri
    21 °

    ସମ୍ବନ୍ଧିତ