Saturday, March 28, 2026
27.6 C
Odisha

    ଭୁବନେଶ୍ୱର ସତ୍ୟବିହାର ଏକ ବାର୍ ରେ ଭୟାବହ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବର ସତ୍ୟବିହାର ସ୍ଥିତ ଏକ ବାର୍ ରେ ଭୟାବହ ଅଗ୍ନିକାଣ୍ଡ । ହୁହୁ ହୋଇ ଜଳୁଛି କୋଠାର ଉପର ମହଲା । ବହୁତଳ କୋଠାରେ ରହିଛି ଅନେକ ବାଣିଜ୍ୟକ ପ୍ରତିଷ୍ଠାନ । ଉପରମହଲାରେ ଏକ ବାର ଚାଲୁଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

    ଘଣ୍ଟାଏ ହେଲା ନିଆଁ ଲାଗି ଜଳୁଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି । ନିଆଁକୁ ଆୟତ୍ତ କରିବାକୁ ଘଣ୍ଟାଏ ସମୟ ଲାଗିଥିବା ସୂଚନା । ନିଆଁ ଲିଭାରେ ଲାଗିଛି ୨ଟି ଦମକଳ ଗାଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ