Friday, January 9, 2026
10.5 C
Odisha

    ଭୋଟ୍ ଗୋଟିଏ ମୂଲ କୋଟିଏ

    ଆଗକୁ ପଢନ୍ତୁ

     

     

    ଦିଲ୍ଲୀପ କୁମାର ସାହୁ

    କାନନ ବିହାର, ଭୁବନେଶ୍ୱର

    ଗୋଟିଏ ବୋଲି ଭୋ’ଟ ତୁମ
    ମଣନା ତାକୁ ହୀନ
    ସେଇ ଗୋଟିଏ ପାରିବ ରଖି
    ଦେଶ ଜାତିର ମାନ ।

    ଆମ ପାଇଁ ଯେ କରିବ କାମ
    ଶୁଣିବ ଆମ କଥା
    ଭୋ’ଟ ଦେଇ କରିବୁ ଆମେ
    ତାଙ୍କୁ ଜଗତ ଜିତା ।

    ଆମ ପାଇଁକି ଆମେ ଗଢ଼ିବା
    ଆମରି ସରକାର
    ପାଞ୍ଚ ବରଷ ପାଇଁକି ଦେଇ
    ତାଙ୍କ ହାତରେ ଭାର ।

    ପାଞ୍ଚ ବରଷ ପରେ ଆସିଛି
    ସୁଯୋଗ ଆମ ପାଇଁ
    ଗଣତନ୍ତ୍ର ର ଏ ମହା ପର୍ବେ
    ଭାଗ ନେବାରେ ଭାଇ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    10.5 ° C
    10.5 °
    10.5 °
    35 %
    1.1kmh
    85 %
    Fri
    25 °
    Sat
    26 °
    Sun
    27 °
    Mon
    29 °
    Tue
    28 °

    ସମ୍ବନ୍ଧିତ