Sunday, October 4, 2026
23.3 C
Odisha

    ମନ୍ଦିର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ସୋର  :  ବାଲେଶ୍ୱର ଜିଲ୍ଲା ସୋର  ବାହାନଗା ପଥରପେଣ୍ଠ ଏନଏଚ ୧୬ କଡ଼ରେ ଥିବା ମନ୍ଦିରରୁ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ। ଏହି ଘଟଣା ବିଷୟରେ ନିଜେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ।

    ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ଯୁବତୀଙ୍କ ମୃତ୍ୟୁ କିପରି ଘଟିଛି ସେ ସମ୍ପର୍କରେ ତଦନ୍ତ ଚଳାଇଛି ପୋଲିସ। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ, ସେ ନିଜେ ପ୍ରାଣ ହରାଇଛନ୍ତି କି, ତାଙ୍କୁ ହତ୍ୟା କରାଯାଇ, ପ୍ରାଣ ହାରିବା ଦର୍ଶାଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ଏହା ଜଣାପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ