Tuesday, September 29, 2026
29.2 C
Odisha

    ମହାକାଶରୁ ଦୀପାବଳି ଶୁଭକାମନା

    ଆଗକୁ ପଢନ୍ତୁ

    ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ) ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଇତିମଧ୍ୟରେ ହ୍ବାଇଟ ହାଉସରେ ଏକ ଦିୱାଲୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ସମୟରେ, ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁନୀତା ୱିଲିୟମ୍ସ ଦୀପାବଳି ଅବସରରେ ଆମେରିକା ଏବଂ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ସୁନୀତା ୱିଲିୟମ୍ସ ଦୀର୍ଘ ସମୟ ଧରି ମହାକାଶରେ ଅଟକି ରହିଛନ୍ତି। ୱିଲିୟମ୍ସ ତାଙ୍କ ବାର୍ତ୍ତାରେ କହିଛନ୍ତି, ଆଇଏସଏସ ତରଫରୁ ଶୁଭେଚ୍ଛା। ମୁଁ ହ୍ବାଇଟ ହାଉସ ଏବଂ ଆଜି ଦିୱାଲୀ ପାଳନ କରୁଥିବା ବିଶ୍ୱର ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଚଳିତ ବର୍ଷ ମୋର ISS, 260 ରେ ଦିୱାଲୀ ପାଳନ କରିବାର ଅନନ୍ୟ ସୁଯୋଗ ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ