Thursday, October 22, 2026
22 C
Odisha

    ମେଟ୍ରୋ ଟନେଲ କାମ ବେଳେ ବିହାରରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ପାଇଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    78 %
    1.1kmh
    0 %
    Thu
    22 °
    Fri
    30 °
    Sat
    29 °
    Sun
    27 °
    Mon
    28 °

    ସମ୍ବନ୍ଧିତ