Tuesday, September 8, 2026
25.2 C
Odisha

    ମହାନଦୀ ଜଳ ବିବାଦ ମାମଲା, ଆସନ୍ତା ମେ’ ୩୦ରେ ହେବ ପରବର୍ତ୍ତୀ ଶୁଣାଣି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ହେଲା ଗୁରୁତ୍ବପୂର୍ଣ୍ଣ ଶୁଣାଣି । ମହାନଦୀର ସଂଗୃହୀତ ଜଳ ବାବଦରେ ବୈଷୟିକ କମିଟିର ଯୁଗ୍ମ ସ୍ବାକ୍ଷରିତ ରିପୋର୍ଟ ଦାଖଲ । ରିପୋର୍ଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଅନୁମୋଦନ ଦେଇଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି । ଆପୋସ କଥାବାର୍ତ୍ତା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ଆଶା ଉଜ୍ଜ୍ବଳ ରହିଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଦୁଇଟି ବୈଠକ ହେବ । ବୈଷୟିକ କମିଟି ଓ ଲିଗାଲ ଟିମ ବୈଠକ କରିବେ । ଏଥିରେ ଜଳ ରାଶି ବଣ୍ଟନ ଉପରେ ଆଲୋଚନା କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ମେ’ ୩୦ରେ ପରବର୍ତ୍ତୀ ଶୁଣାଣି ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ