Saturday, October 17, 2026
23.3 C
Odisha

    ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ନବରାତ୍ରରେ ଜଳିବ ୫ ହଜାର ଦୀପ

    ଆଗକୁ ପଢନ୍ତୁ

    ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ, ଏଣେ ଦିବା ୧୧ଟା ୪୫ ମିନିଟ୍ ସମୟରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ୭ଟା ୪୫ ମିନିଟ୍ ସମୟରୁ ରାତ୍ର ସାଢ଼େ ୮ଟା ପର୍ଯ୍ୟନ୍ତ ମହାଆଳତି ପାଇଁ ବନ୍ଦ ରହିବ ଦର୍ଶନ। ପହଡ଼ ନୀତି ରାତ୍ର ସାଢ଼େ ୧୦ଟାରେ ହେବ। ନବରାତ୍ରର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.3 ° C
    23.3 °
    23.3 °
    88 %
    1.5kmh
    19 %
    Sat
    23 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ