Saturday, October 17, 2026
22.4 C
Odisha

    ମାମୁଁ ଘରେ ନାତୁଣୀର ଜଘନ୍ୟ କାଣ୍ଡ, ଆଈ ଓ ଦୁଇ ମାଉସୀଙ୍କୁ ଚାହାରେ ନିଶା ଦେଇ ଲୁଟିନେଲା ସୁନା ଅଳଙ୍କାର

    ଆଗକୁ ପଢନ୍ତୁ

    କଟକ: ମାମୁଁ ଘରେ ନାତୁଣୀର ଜଘନ୍ୟ କାଣ୍ଡ। ଆଈ ଓ ଦୁଇ ମାଉସୀଙ୍କୁ ଚାହାରେ ନିଶା ଦେଇ ସୁନା ଅଳଙ୍କାର ଲୁଟିଲା ନାତୁଣି । କଟକ ବାଦାମବାଡ଼ି ଥାନା ଅଞ୍ଚଳର ଘଟଣା । ପୁରୁଷ ବନ୍ଧୁ ସହ ମିଶି ଆଈ ଘରୁ ଲୁଟ୍ ଯୋଜନା କରିଥିଲା ନାତୁଣୀ।

    କେନ୍ଦ୍ରାପଡା ଜିଲ୍ଲା ରାଜକନିକା ମାଟିଆ ଅଞ୍ଚଳର ଝରଣା ମହାନ୍ତି ନିଜ ଆଇ ଓ ମାଉସୀଙ୍କୁ ଚାହାରେ ନିଶା ଦେଇ ଲୁଟ୍ ଉଦ୍ୟମ କରିଛନ୍ତି । ସୁନା ଅଳଙ୍କାର ଲୁଟ୍ କରିଥିବା ବେଳେ ନାତୁଣୀକୁ ବାଦାମବାଡ଼ି ପୋଲିସ ଗିରଫ କରିଛି । ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର ମାରିଛି । କଟକ SCB ରେ ଆଈ, ମାଉସୀକୁ ଭର୍ତ୍ତି କରାଯାଇଛି। ଗିରଫ ପରେ ନାତୁଣୀଠାରୁ ଲୁଟ୍ ହୋଥିବା ଅଳଙ୍କାର, ନିଶା ପଦାର୍ଥ ଓ ଛୁରୀ ଜବତ କରିଛି କମିଶନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ