Thursday, June 11, 2026
40.9 C
Odisha

    ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ୱାଇ. ବି. ଖୁରାନିଆ

    ଆଗକୁ ପଢନ୍ତୁ

    ବୌଦ୍ଧ ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ମାଓ ସମୀକ୍ଷା ପାଇଁ କନ୍ଧମାଳରେ ପହଞ୍ଚିଛନ୍ତି ସିଆରପିଏଫ ଆଇଜି । ପଡୋଶୀ ଛତିଶଗଡ଼ରେ ମାଓବାଦୀଙ୍କୁ ଦମନ ପରେ ଯବାନଙ୍କ ମନୋବଳ ବଢାଇବା ଏବଂ ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧିର ସମୀକ୍ଷା ପାଇଁ ଯାଇଛନ୍ତି । ସିଆରପିଏଫ ଆଇଜି ଅର୍ଚ୍ଚନା ସିଭାରେ ଛତିଶଗଡରୁ ହେଲିକପ୍ଟରରେ ଆସି ବାଲିଗୁଡ଼ା ମିନି ଷ୍ଟାଡିୟମରେ ପହଞ୍ଚିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    40.9 ° C
    40.9 °
    40.9 °
    23 %
    2.3kmh
    19 %
    Thu
    42 °
    Fri
    41 °
    Sat
    40 °
    Sun
    38 °
    Mon
    43 °

    ସମ୍ବନ୍ଧିତ