Thursday, July 23, 2026
23.7 C
Odisha

    ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ସେବାୟତଙ୍କୁ ମରଣାତ୍ମକ ଆକ୍ରମଣ। ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ କରିଛି ଦୁର୍ବୁତ୍ତ । ଜଣେ ରାବିଡି ଦୋକାନୀ ଆକ୍ରମଣ କରିଥିବା ସୂଚନା । ଆକ୍ରମଣରେ ଶ୍ରୀମନ୍ଦିର ସିନିୟର ସୁପରଭାଇଜର ବକ୍ସି ରାମ ନାରାୟଣ ପ୍ରତିହାରୀ ଆହତ। ଚିକିତ୍ସା ପାଇଁ ଆହତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିଂହଦ୍ୱାର ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    90 %
    2.2kmh
    100 %
    Wed
    24 °
    Thu
    29 °
    Fri
    28 °
    Sat
    29 °
    Sun
    31 °

    ସମ୍ବନ୍ଧିତ