Friday, October 2, 2026
24.8 C
Odisha

    ମାତା ଲକ୍ଷ୍ମୀଙ୍କୁ ସବୁବେଳେ ଭଲ ଲାଗେ ଏହି ଦୁଇଟି ରାଶି

    ଆଗକୁ ପଢନ୍ତୁ

    ଭଲ ଓ ଖରାପ ସମୟର ଖେଳ ଆକାଶଗଙ୍ଗାରେ ରହିଥିବା ଗ୍ରହ ମାନଙ୍କର ଚଳନ ଯୋଗୁଁ ହୋଇଥାଏ। ଏହି ଗ୍ରହ ମାନଙ୍କର ସମ୍ବନ୍ଧ ଆପଣଙ୍କ ରାଶି ସହିତ ଜଡିତ ରହିଥାଏ ଏବଂ ନିର୍ଦ୍ଧାରିତ ହୋଇଥାଏ। ଏହି ପରିସ୍ଥିତିରେ କିଛି ରାଶିର ଲୋକଙ୍କ ଭାଗ୍ୟ ଚମକି ପାରେ। ଅର୍ଥାତ ଏହି ରାଶି ଗୁଡିକର ଭାଗ୍ୟ ଏମିତି ବଦଳିବ ଯେ ଏମାନଙ୍କୁ ଅଚାନକ ଲାଭ ହିଁ ଲାଭ ମିଳିଥାଏ। ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ଅଟେ , ଯାହାକି ଦେବୀ ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ଅଟେ।ତେବେ ଜାଣି ରଖନ୍ତୁ କି ଏହି ରାଶି ଗୁଡ଼ିକୁ ଧନ ଉପାର୍ଜନ କରିବାର ଅନେକ ପ୍ରକାର ଅବସର ପ୍ରାପ୍ତ ହେବ। ଖାସ୍ କରି ଯେଉଁ ଲୋକେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ଏହାସହିତ ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଲାଭ ପ୍ରାପ୍ତ ହେବ। ଯାହାଫଳରେ ସେମାନଙ୍କ ବ୍ୟାପାରରେ ଅଚାନକ ଭାବରେ ଲାଭ ମିଳିବାର ଯୋଗ ରହିଛି। ଏହାସହିତ ଜାଣି ରଖନ୍ତୁ କି ସେହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଲଟେରୀ ଲାଗିବାର ଯୋଗ ରହିଛି। ସଂପତ୍ତି ବା ଯାନବାହନ କିଣି ପାରନ୍ତି। ଅନ୍ୟ କୌଣସି ମାର୍ଗରୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ରହିଛି। ଯଦି ଆପଣଙ୍କୁ କିଛି ଅବସର ମିଳୁଛି ତାହେଲେ ଏହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ନିଜ ଉପରେ ସର୍ବଦା ରଖିବା ପାଇଁ ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ସାମ୍ନାରେ ଘିଅ ଦୀପ ପ୍ରଜ୍ବଳନ କରନ୍ତୁ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିବା ସେହି ଦୁଇଟି ରାଶି ବିଷୟରେ। ତୁଳା ରାଶି ଏବଂ କୁମ୍ଭ ରାଶି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ