Friday, October 2, 2026
22.9 C
Odisha

    ମାଲକାନଗିରି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ

    ଆଗକୁ ପଢନ୍ତୁ

    ମାଲକାନଗିରି   : ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ଆଜି ବୋମା ଆତଙ୍କ ଦେଖିବାକୁ ମିଳିଛି । ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମେଲ ଆସିବା ପରେ  ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀମାନେ ଭୟବିତ ହୋଇ କୋର୍ଟ କମ୍ପ୍ଲେକ୍ସ ରୁ ବାହାରି ଆସିଥିଲେ। ପରେ ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ବିଏସଏଫ ବାହିନୀର ସନ୍ଧାନି କୁକୁର ଓ ବୋମା ନିଷ୍କ୍ରିୟ ଦଳ ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ