Sunday, September 13, 2026
23 C
Odisha

    ମୁଣ୍ଡଳୀରେ ବଢୁଛି ମହାନଦୀ ଜଳସ୍ତର, ୫ ଲକ୍ଷ ୩୭ ହଜାର ୮୮ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ

    ଆଗକୁ ପଢନ୍ତୁ

    କଟକ : ମୁଣ୍ଡଳୀରେ ବଢୁଛି ମହାନଦୀ ଜଳସ୍ତର। ହୀରାକୁଦରେ ଖୋଲିଥିବା ୨୨ ଟି ଗେଟ୍ ର ବନ୍ୟାଜଳ ଆସି ମୁଣ୍ଡଳୀରେ ପହଁଚିଛି । ଆଜି ସକାଳ ୬ ଟା ସୁଦ୍ଧା ମୁଣ୍ଡଳୀରେ ୫ ଲକ୍ଷ ୩୭ ହଜାର ୮୮ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଜଳସ୍ତର ୮୮.୩୦ ଫୁଟ୍ ଥିବାବେଳେ ତଳ ମୁଣ୍ଡରେ ୮୫.୮୦ ଫୁଟ୍ ରହିଛି । ଗତକାଲି ଠାରୁ ଜଳସ୍ତର ଧିରେ ଧିରେ ହ୍ରାସ ପାଇ ମୁଣ୍ଡଳୀରେ ୪ ଲକ୍ଷ ୭୪ ହଜାରରେ ପହଞ୍ଚିଥିଲ । ବିଳମ୍ବିତ ରାତି ପ୍ରାୟ ୩ ଟାରୁ ପୁଣି ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି।

    ସେହିପରି ନରାଜରେ ୨ ଲକ୍ଷ ୭୮ ହଜାର ୩୪୮ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ନରାଜର ଉପର ମୁଣ୍ଡରେ ୨୫.୨୫ ମିଟର ଜଳସ୍ତର ରହିଥିବା ବେଳେ ତଳ ମୁଣ୍ତରେ ୨୨.୩୦ ମିଟର ରହିଛି । ଯାହା ସଂପୂର୍ଣ୍ଣ ରୂପେ ବିପଦ ସଙ୍କେତ ତଳେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ