Thursday, April 2, 2026
28.9 C
Odisha

    ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ ତେନ୍ଦୁଲକ

    ଆଗକୁ ପଢନ୍ତୁ

    ମୁମ୍ବାଇ   :   ଭାରତ ଗସ୍ତ​‌​‌ରେ ଥିବା ମେସି ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସଚିନ ତେନ୍ଦୁଲକର ମେସିଙ୍କୁ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଜର୍ସି ଉପହାର ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକର ଲେଖା ଓ ଦସ୍ତଖତ ଥିବା ୧୦ ନମ୍ବର ଜର୍ସିକୁ ସଚିନ ମେସିଙ୍କୁ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାବେଳେ ୱାଙ୍ଖଡେ ଷ୍ଟାଡ଼ିୟମ​‌ରେ ଉପସ୍ଥିତ ଥିବା ଦର୍ଶକମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ