Monday, August 24, 2026
25.6 C
Odisha

    ମୋଦିଙ୍କୁ ଭେଟିଲେ ମନମୋହନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ମନମୋହନ । ସଂସଦ ଭବନ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସାକ୍ଷାତ ବେଳେ ଓଡିଶାର ସାମଗ୍ରିକ ଉନ୍ନତି ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି । ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ଓ ଜନସାଧାରଣଙ୍କ ମଙ୍ଗଳ କାମନାରେ ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୋଦିଙ୍କର ଦୃଢ଼ ନେତୃତ୍ୱ ଓ ଦେଶସେବାରେ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା । ଓଡ଼ିଶାର ସମୃଦ୍ଧି ଓ ଲୋକମାନଙ୍କ ଉନ୍ନତି ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ପ୍ରତିବଦ୍ଧ ବୋଲି ମନମୋହନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    93 %
    1.7kmh
    100 %
    Mon
    26 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ