Wednesday, April 1, 2026
35.5 C
Odisha

    ମୋବାଇଲ ବ୍ୟାଟେରୀ ଫାଟି ୨ ଶିଶୁ ଆହତ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ମୋବାଇଲ ବ୍ୟାଟେରୀ ଫାଟି ୨ ଶିଶୁ ଆହତ। ଏଭଳି ଏକ ଘଟଣା ଘଟିଛି ପାଟଣାଗଡ ପାଢେଲ ଗାଁରେ।୨ ଶିଶୁ ମୋବାଇଲରେ ଖେଳୁଥିବାବେଳେ ମୋବାଇଲ ବ୍ୟାଟେରୀ ଫାଟିଯିବାରୁ ଉଭୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ବ୍ୟବହାର ହେବାପରେ ମୋବାଇଲ ତାତିଯିବାରୁ ବ୍ୟାଟେରୀ ଫାଟିଯାଇଥିବା ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ