Tuesday, September 29, 2026
23.8 C
Odisha

    ଯାଆଁଳା ଶିଶୁ ଜନ୍ମ ହେବାର କାରଣ, ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଆମେ ସାଧାରଣ ଭାବରେ ଶୁଣିବାକୁ ପାଇଥାଉ ଜଣେ ମହିଳା ଦୁଇଟି କିମ୍ବା ତହିଁରୁ ଉର୍ଧ୍ଵ ସନ୍ତାନ ପ୍ରସବ କରି ଥାଆନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଏହା ପଛରେ କଣ ରହିଛି ବିଜ୍ଞାନ? ଜାଅଁଳା ଛୁଆ ୨ପ୍ରକାରର ହୋଇଥାଆନ୍ତି, ପ୍ରଥମେ ମନୋଜାଇଗୋଟିକ ଓ ଦ୍ଵିତୀୟଟି ଡ଼ାଈଜାଇଗୋଟିକ। ମୋନୋଜାଇଗୋଟିକଙ୍କୁ ଆଇଣ୍ଡେଟିକଲ ଟୁଇନ୍ସ ମଧ୍ୟ କୁହାଯାଏ। ମୋନୋଜାଇଗୋଟିକରେ ଜାଅଁଳା ଶିଶୁ ଗୋଟିଏ ଅଣ୍ଡାରୁ ବିକଶିତ ହୋଇଥାଆନ୍ତି ଯାହାକି ଅଲଗା ଅଲଗା ଭୃଣରେ ବିକଶିତ ହୋଇଥାଆନ୍ତି। ମୋନୋଜାଇଗୋଟିକ ଜାଅଁଳାରେ ଗୋଟିଏ ଡ଼ିଏନଏ ହୋଇଥାଏ ଓ ସେ ସର୍ବଦା ଗୋଟିଏ ଲିଙ୍ଗର ହୋଇଥାଆନ୍ତି। ଡ଼ାଈଯାଇଗୋଟିକ ଯାଆଁଳା ଛୁଆ ଦୁଇଟି ଅଲଗା ଅଲଗା ଅଣ୍ଡାରୁ ବିକଶିତ ହୋଇଥାଆନ୍ତି ଏବଂ ଦୁଇଟି ଅଲଗା ଅଲଗା ସ୍ପର୍ମରୁ ଫର୍ଟିଲାଇଜ ମଧ୍ୟ ହୁଅନ୍ତି। ଡାଇଯାଇଗୋଟିକ ଜାଅଁଳା ଶିଶୁଙ୍କ ନିକଟରେ ଅଲଗା ଅଲଗା ଡିଏନଏ ଓ ଅଲଗା ଅଲଗା ଲିଙ୍ଗର ବିକଶିତ ହୋଇଥାଏ। ଏହାଛଡା ଯାଆଁଳା ଶିଶୁଙ୍କ ସମ୍ଭାବନା ଅନୁବଂଶିକ , ଫର୍ଟିଲିଟି ଟ୍ରିଟମେଣ୍ଟ, ଆଇବିଏଫ ଓ ମା ର ବୟସ ଭଳି ଅନେକ କାରକ ନିର୍ଭର କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ