Sunday, October 4, 2026
29.6 C
Odisha

    ଯୁବକଙ୍କୁ ଦଳିଦେଲା ଦନ୍ତା

    ଆଗକୁ ପଢନ୍ତୁ

    ଝାରସୁଗୁଡା: ହାତୀ ଘଉଡ଼ାଇବା ହେଲା କାଳ। ଦଳିଦେଲା ଦନ୍ତା। ଆଜି କିର୍ମିରା ବ୍ଲକ ଅନ୍ତର୍ଗତ ଭାଳୁପତ୍ରା ଗ୍ରାମରେ ସକାଳୁ ସକାଳୁ ଏକ ଦନ୍ତା ହାତୀ ଫସଲ ନଷ୍ଟ କରୁଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ହଠାତ୍ ହାତୀ ପଛକୁ ଫେରି ଆସି ଆକ୍ରମଣ କରିଥିଲା। ସେହି ସମୟରେ ଭାଲୁପତ୍ରା ଗାଁର ଫକୀର କିସାନ(୩୦) ନାମକ ଜଣେ ଯୁବକ ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ। ଫକୀର ଉଠିବା ପୂର୍ବରୁ ହାତୀ ପହଞ୍ଚି ଫକୀରଙ୍କୁ ଦଳି ଦେଇଥିଲା। ପରେ ସେହି ଫକୀରଙ୍କୁ କିର୍ମିରା ହସ୍ପିଟାଲ୍ ନେଇଥିଲେ। ହେଲେ ସେଠାରେ ଡାକ୍ତର ଫକୀରଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ