Sunday, October 4, 2026
30.6 C
Odisha

    ରଥ ଉପରୁ ଅଣସେବାୟତଙ୍କୁ ବାହାର କଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

    ଆଗକୁ ପଢନ୍ତୁ

    ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ୩ ରଥରେ ଥିବା ଅଣସେବାୟତଙ୍କୁ ବାହାରକୁ କାଢ଼ିଲେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ବାହୁଡା଼ ଯାତ୍ରା ଅବସରରେ ପହଣ୍ଡି ବିଜେ ପୂର୍ବରୁ ରଥ ଉପରେ ଅଣ ସେବାୟତ ବସିଥିବାର ନଜରକୁ ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥରେ ଅଣ ସେବାୟତ ଚଢିବାକୁ ମନା କରାଯାଇଥିଲା। ଏହାର ବ୍ୟତିକ୍ରମ ଦେଖିବାକୁ ଆଜି ମିଳିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ତଦାରଖ କରି ଆଜି ପୂର୍ବାହ୍ନ ସମୟରେ କେତେକ ଅଣ ସେବାୟତଙ୍କୁ ରଥରୁ ବାହାରକୁ କାଢ଼ିଥିଲେ। ଏହି ସମୟରେ କେତେକ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିବାର ନଜରକୁ ଆସିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ