Friday, April 3, 2026
33.6 C
Odisha

    ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼, ହାତ ଯୋଡି ନେହୁରା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ହାତ ଗୋଡ଼ ବାନ୍ଧି ମାରିଲେ ନିର୍ଘାତ ମାଡ଼ । ହାତ ଯୋଡି ନେହୁରା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ । ବିଧା ଗୋଇଠା ସହ ନିର୍ଘାତ ମାଡ ମାରି କରିଲେ ଲହୁ ଲୁହାଣ । ପର୍ଯଟନ ସ୍ଥଳୀରୁ ଭିଡିଓ ଭାଇରାଲ ପରେ ଆକ୍ସନ ମୋଡ଼ରେ ପୋଲିସ ।  ୮ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।  ଏଥିରେ କିଛି ନାବାଳକ ରହିଥିବା ଜଣାପଡିଛି । ଧଉଳି ଥାନାରେ ମହିଳାଙ୍କ ଅଭିଯୋଗ ଆଧାରରେ ଗିରଫ କଲା ପୋଲିସ୍ । ପୂର୍ବ ଶତ୍ରୁତା ପାଇଁ କରିଥିଲେ ସଂଘବଦ୍ଧ ଆକ୍ରମଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ