Saturday, November 15, 2025
14.8 C
Odisha

    ରାଜ୍ୟରେ ଆଗକୁ ସମସ୍ତ ପରୀକ୍ଷା ସ୍ବଚ୍ଛତାର ସହ ହେବ : ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଆଗକୁ ସମସ୍ତ ପରୀକ୍ଷା ସ୍ବଚ୍ଛତାର ସହ ହେବ । କୌଣସି ପରୀକ୍ଷାରେ ହେବନି ଜାଲିଆତି । ତେଣୁ ମୁଖ୍ୟମନ୍ତ୍ରୀ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଚାକିରି ପାଇଁ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ କାମ କରୁଛନ୍ତି ସରକାର ।  ଯେଉଁମାନେ ଏଥିରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୀର୍ଘ ଦିନ ଧରି ନିଯୁକ୍ତି ବନ୍ଦ ଥିଲା । ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବଡ଼ଧରଣର ନିଯୁକ୍ତି କରାଯାଉଛି । ଏସବୁ ପରୀକ୍ଷା ଯେତେ ସ୍ଵଚ୍ଛ କରାଯାଇପାରିବ ତାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    56 %
    1.4kmh
    0 %
    Fri
    15 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ