Friday, October 2, 2026
22.9 C
Odisha

    ରାଜ୍ୟରେ ଆଗାମୀ ୬ ଦିନ ଥରାଇବ ହାଡ଼ଭଙ୍ଗା ଶୀତ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପ୍ରବଳ ଶୀତରୁ ନାହିଁ ନିସ୍ତାର । ଆଗାମୀ ୬ ଦିନ ଯାଏ ଥରାଇବ ହାଡ଼ଭଙ୍ଗା ଶୀତ । ଦେଶର ଉତ୍ତର ଭାଗରେ ପଶ୍ଚିମାଝଡ଼ ସତ୍ତ୍ବେ ଓଡ଼ିଶାରେ ଶୀତଲହରୀ ଜାରି ରହିଛି । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ସୁବର୍ଣ୍ଣପୁର  । ଗତ କିଛି ଦିନ ହେବ ପ୍ରବଳ ଶୀତ ସାଙ୍ଗକୁ ଜାଡର ମାଡରେ ଜୀବନଜୀବିକା ଏକପ୍ରକାର ଠପ ହୋଇଛି । ବୀରମହାରାଜପୁର ହିଲୁଙ୍ଗ ଗାଁରେ ସନ୍ଧ୍ୟା ହେଲା ମାତ୍ରେ ଗାଁ ଦାଣ୍ଡ ଶୂନଶାନ । ପଡ଼ୁଛି ଘର ତାଟି କବାଟ । ସକାଳ ୧୦ଟା ପୂର୍ବରୁ ଲୋକେ ବାହାରକୁ ବାହାରି ପାରୁନାହାଁନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ଦାଣ୍ଡରେ ନିଆଁ ପୁଉଁଛନ୍ତି ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ