Monday, March 23, 2026
29.4 C
Odisha

    ରାଜ୍ୟରେ ରାତିରେ ବଢିବ ତାତି, ୭ ଦିନ ଶୁଖିଲା ରହିବ ପାଗ

    ଆଗକୁ ପଢନ୍ତୁ

    ବାଲିଗୁଡ଼ା : ରାତିରେ ବଢିବ ତାତି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତିରେ ଶୀତ କ୍ରମଶଃ ହ୍ରାସ ପାଇବ ।  ଏହାପରେ ପାରଦ ଉପରକୁ ଉଠିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଲିକ ପାଣିପାଗ କେନ୍ଦ୍ର ।  ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ ।  ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।  ସେପଟେ କନ୍ଧମାଳ ଜିଲ୍ଲାକୁ ପୁଣି ଫେରିଛି ଶୀତ। ବାଲିଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ ସବୁଠି ପାରଦ ଦଶ ଡିଗ୍ରୀ ତଳେ ରହୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ