Sunday, November 1, 2026
28.1 C
Odisha

    ରାଜ୍ୟରେ ରାତିରେ ବଢିବ ତାତି, ୭ ଦିନ ଶୁଖିଲା ରହିବ ପାଗ

    ଆଗକୁ ପଢନ୍ତୁ

    ବାଲିଗୁଡ଼ା : ରାତିରେ ବଢିବ ତାତି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତିରେ ଶୀତ କ୍ରମଶଃ ହ୍ରାସ ପାଇବ ।  ଏହାପରେ ପାରଦ ଉପରକୁ ଉଠିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଲିକ ପାଣିପାଗ କେନ୍ଦ୍ର ।  ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ ।  ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।  ସେପଟେ କନ୍ଧମାଳ ଜିଲ୍ଲାକୁ ପୁଣି ଫେରିଛି ଶୀତ। ବାଲିଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ ସବୁଠି ପାରଦ ଦଶ ଡିଗ୍ରୀ ତଳେ ରହୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.1 ° C
    28.1 °
    28.1 °
    73 %
    1.6kmh
    67 %
    Sun
    27 °
    Mon
    26 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ