Sunday, August 10, 2025
24.5 C
Odisha

    ରୁକସାନା ବାନୋ ମୃତ୍ୟୁ ମାମଲା; ରକ୍ ଷ୍ଟାର ରୁକୁ ସୁନାଙ୍କ ନାଁରେ ଏତଲା

    ଆଗକୁ ପଢନ୍ତୁ

    ରୁକୁ ସୁନାଙ୍କ ନାଁରେ ମାମଲା। ଗାୟିକା ତଥା ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାରେ ଭବାନୀପାଟଣା ଟାଉନ ଥାନାରେ ୫ ଜଣଙ୍କ ନାଁରେ ଏତଲା । ୩ ଆଲବମ ଅଭିନେତା ରୁକୁ ସୁନା, ଆଲେକ୍ସ ଓ ଜିତଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନାଙ୍କ ମା’ ଓ ଭଉଣୀ।
    ଏଥିସହ ଚିକିତ୍ସା ଅବହେଳା ଅଭିଯୋଗ କରି ବରଗଡ଼ର ଏକ ଘରୋଇ ହସ୍ପିଟାଲର ୨ ଡାକ୍ତରଙ୍କ ନାଁରେ ବି ଏତଲା ଦେଇଛନ୍ତି ।
    ସମ୍ବଲପୁରୀ ରକ୍ ଷ୍ଟାର ହେଉଛନ୍ତି ରୁକୁ ସୁନା । ଗତ ସପ୍ତାହରେ ରୁକସାନା ବାନୋଙ୍କ ଭୁବନେଶ୍ବରର ଏକ ଡାକ୍ତରଖାନାରେ ତ୍ୟୁ ହୋଇଥିଲା । ଏହି ମୃତ୍ୟୁ ପାଇଁ ରୁକୁ ସୁନାଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ଏପଟେ ରୁକ୍ସାନାଙ୍କୁ ନ୍ୟାୟ ଦାବିରେ ଭବାନୀପାଟଣା ଗାନ୍ଧି ଛକରେ ବିଭିନ୍ନ ସଂସ୍ଥା ପକ୍ଷରୁ କ୍ୟାଣ୍ଡେଲ ରାଲି ସହ ସିବିଆଇ ତଦନ୍ତ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    86 %
    0.7kmh
    57 %
    Sun
    33 °
    Mon
    32 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ