Friday, April 10, 2026
27.5 C
Odisha

    ରେଲୱେ ପାଇଁ ନିଯୁକ୍ତି ଘୋଷଣା, ଖାଲିପଡିଛି ୨୨ ହଜାରରୁ ଉର୍ଦ୍ଧ୍ବ ପଦବୀ

    ଆଗକୁ ପଢନ୍ତୁ

    ରେଲୱେରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଗ୍ରୁପ୍ D ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

    ପଦବୀ ବିବରଣୀ : ୨୨୧୯୫

    ଆବେଦନ ତାରିଖ : ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଆବେଦନକାରୀମାନେ ଆବେଦନ କରିପାରିବେ ।

    ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

    ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ୧୦ମ କିମ୍ବା ITI ପାସ୍ କରିଥିବା ଜରୁରୀ।

    ଆବେଦନ ପ୍ରକ୍ରିୟା :

    ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।

    ହୋମପେଜରେ ଦିଆଯାଇଥିବା ସମ୍ପର୍କିତ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

    ଏହା ପରେ ନିଜକୁ ପଞ୍ଜୀକରଣ କରନ୍ତୁ।

    ପଞ୍ଜୀକରଣ କରି ସାରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ।

    ଫର୍ମ ପୂରଣ କରି ସାରିବା ପରେ ଫର୍ମ ସବମିଟ୍ କରି ଏକ କନଫର୍ମମେସନ୍ ପେଜ୍ ଡାଉନଲୋଡ କରନ୍ତୁ।

    ଶେଷରେ ପ୍ରାର୍ଥୀମାନେ ଏକ ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ନିଜ ପାଖରେ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ