Sunday, March 1, 2026
35.1 C
Odisha

    ରେଳବାଇ ଷ୍ଟେସନ ମର୍ଡର ମାମଲା, ୫ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ରାଉରକେଲା : ରାଉରକେଲା ରେଳବାଇ ଷ୍ଟେସନ ମର୍ଡର ମାମଲାରେ  ୫ ଜଣ ଅଭିଯୁକ୍ତ ଗିରଫ ପୋଲିସ।  ୨୪ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତ ଗିରଫ କଲା ରାଉରକେଲା ପୋଲିସ । ଗତ ୬ ତାରିଖ ରାତିରେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଚା’ ଦୋକାନ କର୍ମଚାରୀ ଅବିନାଶ ଯାଦବଙ୍କୁ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥଲା ହତ୍ୟାକାଣ୍ଡ ।  ଘଟଣାର ତଦନ୍ତ କରି ପ୍ଲାଣ୍ଟସାଇଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତ ଏବଂ ଜଣେ ନାବାଳକକୁ ଗିରଫ କରିଛି ।  ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୩୬ରୁ ଅଧିକ ଅପରାଧିକ ମାମଲା ରହିଛି ।  ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଗୋଟିଏ ବୋଲେରୋ, ଗୋଟିଏ କାର୍ ଏବଂ ୫ଟି ମୋବାଇଲ୍ ଜବତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    20 %
    3.9kmh
    0 %
    Sun
    36 °
    Mon
    36 °
    Tue
    37 °
    Wed
    38 °
    Thu
    39 °

    ସମ୍ବନ୍ଧିତ