Thursday, September 19, 2024
24.5 C
Odisha

    ରୋମିଓ ସତ୍ୟଜିତର ଗାର୍ଲଫ୍ରେଣ୍ଡ ୧୦୧ରେ ପହଁଚିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଲମ୍ବିଲା ରୋମିଓ ସତ୍ୟଜିତର ପ୍ରେମିକା ତାଲିକା । ୧୦୧ରେ ପହଞ୍ଚିଲା ସତ୍ୟଜିତର ଗାର୍ଲଫ୍ରେଣ୍ଡ ଲିଷ୍ଟ । ୫ଦିନିଆ ରିମାଣ୍ଡରେ ଥିବା ମଜନୁର ଖୋଲୁଛି ନୂଆ ଗୁମର। ରିମାଣ୍ଡ ବେଳେ କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ସନ୍ଦିଗ୍ଧ ଯୁବତୀ । ଲକ୍ଷାଧିକ ଟଙ୍କା ଠକେଇ ନେଇ ପୁଣି କଲେ ଅଭିଯୋଗ । ରସିକନାଗର ସିଣ୍ଡିକେଟକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଠକେଇ ଟଙ୍କାରେ ଜମି, ସୁନା ଓ ଗାଡି କିଣିଥିଲା ସତ୍ୟଜିତ । ପୁରୀ ଓ ଯାଜପୁରରେ ଜମି ସମ୍ପର୍କରେ ତହସିଲଦାରଙ୍କ ସହ କଥା ହେଲା ପୋଲିସ । ମ୍ୟାଟ୍ରିମୋନିଆଲ ସାଇଟରୁ ମିଳିଲା ସାଙ୍ଘାତିକ ସୁରାକ । ଭିନ୍ନ ଭିନ୍ନ ଫଟୋ ଦେଇ ଶତାଧିକ ପ୍ରୋଫାଇଲ ବନାଇଥିଲେ ସତ୍ୟଜିତ । ବିଦେଶୀ ଯୁବତୀଙ୍କୁ ବିବାହ ପାଇଁ ପଠାଉଥିଲା ରିକ୍ୟୁଏଷ୍ଟ । ବ୍ୟାଙ୍କ ଆକାଉଣ୍ଟକୁ ଠାବ କରି ଅଧିକ ତଦନ୍ତ ଚାଲିଛି । ଦ୍ଵିତୀୟ ଥର ପାଇଁ ରିମାଣ୍ଡ ବେଳେ ସତ୍ୟଜିତକୁ ଚାଲିଛି ଜେରା । ବର୍ତ୍ତମାନ ସୁଦ୍ଧା ୩ ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ହାର୍ଡ ଡ୍ରାଇଭ ଓ ଲାପଟପରୁ ମିଳିଛି ବହୁ ଆପତ୍ତିଜନକ ଭିଡିଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ