Saturday, April 11, 2026
33.7 C
Odisha

    ଲଣ୍ଡନ୍‌ରେ ସମ୍ମାନିତ ଓଡ଼ିଆ ଉଦ୍ୟୋଗୀ ଅରୁଣ କର, ଜନହିହିତୈଷୀ କାର୍ଯ୍ୟକୁ ପ୍ରଶଂସା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଶା ପାଇଁ ଗର୍ବ ହୋଇଛନ୍ତି ଓଡ଼ିଆ ପୁଅ ଅବସରପ୍ରାପ୍ତ କ୍ୟାପ୍ଟେନ୍ ଅରୁଣ କର। ଲଣ୍ଡନରେ ରହି ସେ ସଂଯୁକ୍ତ ରାଷ୍ଟ୍ର ସଂଘ ମୁଖ୍ୟାଳୟ, ନ୍ୟୁୟର୍କରେ ତାଙ୍କର ନିରନ୍ତର ଜନହିତୈଷୀ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି । ମାନବ ମର୍ଯ୍ୟାଦା, ସାର୍ବଜନୀନ ସ୍ବାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ଲିଙ୍ଗ ସମା । ମାନତା ଓ ସ୍ଥାୟୀ ବିକାଶକୁ ଆଗେଇ ନେବା ତାଙ୍କର ଏହି ଉଦ୍ୟମକୁ ସମ୍ମାନିତ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ପ୍ରତିନିଧ୍ ତଥା ରାଷ୍ଟ୍ରଦୂତ ଲୁଇସ୍ ସୁଆରେଜ୍ ରଜ୍ ହର୍ନାଣ୍ଡେଜ୍ ଓ ସଂଯୁକ୍ତ ରାଷ୍ଟ୍ର ବିଶ୍ବ ଶାନ୍ତି ପରିଷଦର ଅଧ୍ଯକ୍ଷା ଡ. ବରଖା ଭର୍ଷାଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।

    ଗତ କିଛି ବର୍ଷ ଧରି ଅରୁଣ କର ତାଙ୍କ ପତ୍ନୀ ନିଧ୍ କର, ଭାରତ ଓ ଲଣ୍ଡନରେ ଥିବା ସହ‌ଯୋଗୀମାନ ର୍ଯ୍ୟକ୍ରମକୁ ଆଗକୁ ନେଇଛନ୍ତି। ଓଡ଼ିଶାରେ ଆଦିବାସୀ ଝିଅମାନଙ୍କ ପାଇଁ ପରିମଳ ସୁବିଧା ଓ ମାସିକ ଋତୁସ୍ରାବ ସ୍ବଚ୍ଛତାକୁ ସୃଦୃଢ଼ କରିବା, ଉତ୍ତରାଖଣ୍ଡରେ ଦୁର୍ବଳ ସମୁଦାୟକୁ ଋକୁ ଋତୁ ଋତୁକାଳୀନ ଖାଦ୍ୟ, ବସ୍ତ୍ର ଓ ରିଲିଫ ସହାୟତା ପ୍ରଦାନ, ଲଣ୍ଡନରେ ମହିଳାମାନ ନଙ୍କର ପ୍ରତିଯୋଗିତାମୂଳକ କ୍ରୀଡ଼ାରେ ସଶକ୍ତିକରଣ, ପ୍ରବାସୀମାନଙ୍କ ଏକତାକୁ କ୍ରୀଡ଼ା ମାଧ୍ୟମରେ ପ୍ରୋତ୍ସାହନ, ହାଉସ୍ ଅଫ୍ ଲର୍ଡସ୍‌ରେ ବାଲିଯାତ୍ରା ୨୦୨ ୦୨୫ ମାଧ୍ୟମରେ ସାଂସ୍କୃତିକ କୂଟନୀତି ଏବଂ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ପାଇଁ ଆର୍ଥନେଷ୍ଟ ମିଶନ ମାଧ୍ୟମରେ ପରିବେଶ ସ୍ଥାୟୀତ୍ୱ ପ୍ରୋତ୍ସାହନ କରିଛି। ଆନ୍ତଜାର୍ତିକ ମଞ୍ଚରେ ସେ ନ୍ୟୁୟର୍କ ଟାଇମ୍ସ ଆୱାର୍ଡ ୨୦୨୬ରେ ସମ୍ମାନିତ ହୋଇଥିଲେ।

    ଅରୁଣ କହିଛନ୍ତି, ‘ପ୍ରକୃତ ସେବା ସମ୍ମାନରେ ନୁହେଁ ଦାୟିତ୍ୱରେ ମପାଯାଏ। ଓଡ଼ିଶାର ମୂଲ୍ୟବୋଧତା ତଥା ସହନଶୀ ହନଶୀଳତା, ନମ୍ରତା ଓ ସମୁଦାୟ ଭାବନାକୁ ଆକାର ଦିଏ, ସ୍ଥାୟୀ ଅଗ୍ରଗତି ଏକ ଆକାଂକ୍ଷା ଆଗକୁ ନେ ନେଇ ମୋର ପ୍ରତ୍ୟେକ ପଦକ୍ଷେପକୁ ମାର୍ଗଦର୍ଶନ କରିଛି। ଯେତେବେଳେ ମର୍ଯାଦା ଓ କରୁଣା କାର୍ଯ୍ୟକୁ ଆକାର ଦିଏ ସ୍ଥାୟୀ ଅଗ୍ରଗତି ଏକା ଆକାଂକ୍ଷା ନୁହେଁ , ବରଂ ଏକ କର୍ଭବ୍ୟ ହୋଇଯାଏ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ