Tuesday, December 23, 2025
15.8 C
Odisha

    ଲେଉଟିବ ଶୀତ, ଘନ କୁହୁଡିର ଆସ୍ତରଣରେ ଜନଜୀବନ ଅସ୍ତବ୍ୟସ୍ତ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ଲେଉଟିବ ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । କୋରାପୁଟ, ସୁନ୍ଦରଗଡ଼ ଝାରସୁଗୁଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ଘନ କୁହୁଡି ।  ଘନ କୁହୁଡିର ଆସ୍ତରଣରେ ଜନ ଜୀବନ ଅସ୍ତବ୍ୟସ୍ତ । ଦିନ ୧୦ଟା ନହେଲେ ଘରୁ ପଦାକୁ ବାହାରିବା ମୁସକିଲ ହୋଇ ପଡୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.8 ° C
    15.8 °
    15.8 °
    51 %
    1.6kmh
    56 %
    Tue
    16 °
    Wed
    27 °
    Thu
    27 °
    Fri
    27 °
    Sat
    28 °

    ସମ୍ବନ୍ଧିତ