Saturday, April 4, 2026
29.2 C
Odisha

    ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ ଯବାନ

    ଆଗକୁ ପଢନ୍ତୁ

    ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବିଫଳ ହୋଇଛନ୍ତି। ସୁକମା ଜିଲ୍ଲାର କୋଣ୍ଟା ଅଂଚଳରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ। ୨୨୮ ବାଟାଲିୟନ ସିଆରପିଏଫ ତରଫରୁ କୋଣ୍ଟା ଥାନା ଅଂଚଳର କୋଣ୍ଟା ଠାରୁ ଗୋଲାପାଲି ରାସ୍ତାର ବଣ୍ଡା ଗ୍ରାମ ନିକଟରେ ନକ୍ସଲ ରାସ୍ତା ଉପରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।
    ତେବେ ଯବାନ ସର୍ଚ୍ଚ ଅପରେସନ ବେଳେ ରାସ୍ତାଉପରେ ଲ୍ୟାଣ୍ଡମାଇନ ଦେଖିବା ପରେ ସତର୍କ ହୋଇଯାଇଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ବୋମାର ଓଜନ ୫ କିଲୋଗ୍ରାମ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ