Sunday, October 4, 2026
24.3 C
Odisha

    ଶନିଦେବଙ୍କୁ ଦାନ ଦିଅନ୍ତୁ ଏହିସବୁ ଜିନିଷ

    ଆଗକୁ ପଢନ୍ତୁ

    ଘୋଡା ନାଲ ଅର୍ଥାତ ଡଙ୍ଗାର ଅଗ୍ରଭାଗରେ ଥିବା ଲୁହାର କଣ୍ଟା।

    -ଶନି ମନ୍ଦିରରେ ସୋରିଷ ତେଳ ଅର୍ପଣ କରନ୍ତୁ।

    -ଶନିବାର ଦିନ ସକାଳେ ଲୁହା ପାତ୍ରରେ ସୋରିଷ ତେଲ ଢାଳି ସେଥିରେ ଏକ ଟଙ୍କିଆ କଏନ୍‌ ପକାଇ ନିଜ ମୁହଁ ଦେଖିବା ପରେ କୌଣସି ଗରିବ ବ୍ୟକ୍ତିଙ୍କୁ ଦେଇଦିଅନ୍ତୁ। ଯଦି ଏପରି ସମ୍ଭବ ହେଉନଥିବ ତେବେ ଏହାକୁ ଅଶ୍ୱତ୍ଥ ବୃକ୍ଷ ତଳେ ରଖିଦିଅନ୍ତୁ।

    -ଶନିଙ୍କ ଉଦେଶ୍ୟରେ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ସୋରିଷ ତେଲର ଦୀପ ଅର୍ପଣ କରନ୍ତୁ।

    -କଳା ରଙ୍ଗର କପଡା, କଳା ଜିନିଷ, କଳା ଜୋତା, ଲୁହାର ବାସନ ଏବଂ କଳା ରଙ୍ଗର ଓଢଣୀ ଶନି ଦେବଭ୍‌କର ଖୁବ୍‌ ପ୍ରିୟ। ଆପଣ ଏହିସବୁ ଜିନିଷ ଶନି ମନ୍ଦିରରେ କିମ୍ବା କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ