Friday, October 2, 2026
29.9 C
Odisha

    ଶନି ଜୟନ୍ତୀରେ ମହାସଂଯୋଗ, ମେ ୧୬ ପରେ ଏହି ରାଶି ଉପରେ ଆଶୀର୍ବାଦ ଅଜାଡ଼ିବେ ଶନିଦେବ

    ଆଗକୁ ପଢନ୍ତୁ

    ସିଂହ ରାଶି

    ଶନି ଜୟନ୍ତୀରେ ସୃଷ୍ଟି ହେଉଥିବା ଦୁର୍ଲଭ ସଂଯୋଗ ଫଳରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବ୍ୟାପାର ବୃଦ୍ଧି କରିବା, ନୂତନ ଶାଖା ଆରମ୍ଭ କରିବା କିମ୍ବା ପୁଞ୍ଜିନିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଅଫିସ୍‌ରେ ଆପଣଙ୍କ ପରିଶ୍ରମ ଏବଂ ନେତୃତ୍ୱ ନେବାର ଦକ୍ଷତା ପ୍ରଶଂସିତ ହେବ, ଯାହାଦ୍ୱାରା ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।

    ଶନି ଦେବଙ୍କ କୃପାରୁ ଦୀର୍ଘ ଦିନରୁ ଚାଲିଆସୁଥିବା ଋଣ କିମ୍ବା ଆର୍ଥିକ ଚାପ ଧୀରେ ଧୀରେ ହ୍ରାସ ପାଇପାରେ। ଯେଉଁ ବ୍ୟକ୍ତିମାନେ ସମ୍ପତ୍ତି, ଗୃହ ନିର୍ମାଣ କିମ୍ବା ଆଇନଗତ ମାମଲାରେ ଛନ୍ଦି ହୋଇ ରହିଥିଲେ, ସେମାନଙ୍କୁ ଆଶ୍ୱସ୍ତି ମିଳିବାର ଯୋଗ ରହିଛି।

    କୁମ୍ଭ ରାଶି

    କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ ସାଢେ଼ସାତୀ ଚାଲୁଅଛି। ଶନି ଜୟନ୍ତୀ ଅବସରରେ ଏଥିରୁ ମୁକ୍ତି ବା ଆଶ୍ୱସ୍ତି ମିଳିପାରେ। ଏହି ସମୟ ଅନେକ ନୂତନ ସୁଯୋଗ ନେଇ ଆସିପାରେ। କୋର୍ଟ-କଚେରୀ କିମ୍ବା ପୁରୁଣା ବିବାଦର ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଆସିବାର ସମ୍ଭାବନା ରହିଛି।

    ମେଷ ରାଶି

    ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଜୟନ୍ତୀ ପରବର୍ତ୍ତୀ ସମୟ ନୂତନ ଆରମ୍ଭ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାର ରହିବ। ବଡ଼ ସୁଯୋଗ ମିଳିପାରେ ଏବଂ ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୁଣି ଥରେ ଗତିଶୀଳ ହେବ। ପରିବାର ଏବଂ ସମ୍ପର୍କ ମଧ୍ୟରେ ପୂର୍ବରୁ ରହିଥିବା ଦୂରତା ହ୍ରାସ ପାଇବ ଏବଂ ସମ୍ପର୍କରେ ମଧୁରତା ବଢ଼ିବ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ