Friday, October 2, 2026
28.6 C
Odisha

    ଶିକାରୀଙ୍କ ଫାଶରେ ଝୁଲୁଛି ବାଘ

    ଆଗକୁ ପଢନ୍ତୁ

    ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ବାଘ ଗର୍ଜନ ଶୁଣି ସ୍ଥାନୀୟ ଅଧିବାସୀ ସେଠାରେ ପହଞ୍ଚି ଥିଲେ। କିଛିକ୍ଷଣ ପରେ ବାଘର ମୃତ୍ୟୁ ଘଟିଥିଲା। ବନବିଭାଗ କର୍ମଚାରୀ ଓ ଅଧିକାରୀ ସେଠାରେ ମୃତୟନ ଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ