Monday, June 22, 2026
36 C
Odisha

    NEET UG ୨୦୨୬ ପରୀକ୍ଷା ବାତିଲ, ପ୍ରଶ୍ନପତ୍ର ଲିକ୍ ନେଇ ନିଷ୍ପତ୍ତି ନେଲା NTA

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ ସିବିଆଇ । ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି ।

    ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଅଭିଯୋଗ । ୩୦ ହଜାର ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଅଭିଯୋଗ । ଲିକ୍ ହୋଇଥିବା ୧୨୦ ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହିତ ମ୍ୟାଚ୍ ହେଉଛି । ୯୦ଟି ବାୟୋଲୋଜି ଏବଂ ୩୦ଟି କେମେଷ୍ଟ୍ରି ପ୍ରଶ୍ନପତ୍ର ଲିକ୍ ହୋଇଛି ।

    ତେଣୁ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ କରାଯାଇଛି । ତେବେ ଏନଟିଏ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରୀକ୍ଷା ବାତିଲ କରିଛି । ଏହାସହିତ ବର୍ତ୍ତମାନର ପରୀକ୍ଷା ପଦ୍ଧତି ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36 ° C
    36 °
    36 °
    34 %
    4kmh
    62 %
    Mon
    35 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ