Thursday, April 2, 2026
27.7 C
Odisha

    ଶିବରାତ୍ରୀ ପାଇଁ ବାବା ଧବଳେଶ୍ଵରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ

    ଆଗକୁ ପଢନ୍ତୁ

    କଟକ : ଆଜି ପବିତ୍ର ମହା ଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ। ପୂଜକ ସମିତି ପକ୍ଷରୁ ରାତି ୪ଟାରେ ଦ୍ଵାର ଫିଟାଯାଇଛି। ପରେ ବାବାଙ୍କୁ ମହାସ୍ନାନ କରାଯିବା ସହ କେତକୀ ଫୁଲରେ ସୁସଜ୍ଜିତ କରାଯାଇଛି। ଜାଗରରେ ବାବାଙ୍କୁ ଦର୍ଶନ କରିବା ଲାଗି ସକାଳୁ ସକାଳୁ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ପବିତ୍ର ଜାଗରରେ ବାବା ଧବଳେଶ୍ଵରଙ୍କ ପାଖରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ହେବ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତି ସାଢେ ୧ଟାରେ ମହାଦୀପ ଉଠିବା ନେଇ ସୂଚନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ