Sunday, February 22, 2026
21.2 C
Odisha

    ଶେଷ ହେଲା କାର୍ତ୍ତିକ ମାସର ମହାପର୍ବ ବଡ ଓଷା, ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ଗଜ ଭୋଗ ଓ ତରଣ

    ଆଗକୁ ପଢନ୍ତୁ

    କଟକ  : ବାବା ଧବଳେଶ୍ଵରଙ୍କ ଗଜ ଭୋଗ ବିତରଣ । ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହେଲା ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ । ଗତକାଲି ମଧ୍ୟରାତ୍ରୀରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ ପରେ ତ୍ରୟୋଦଶୀ ଓ ଚତୁଦର୍ଶର ସନ୍ଧିକ୍ଷଣରେ ବାବାଙ୍କ ନିକଟରେ ଗଜଭୋଗ ଲାଗି ହୋଇଛି । ସଂସାରର ମଙ୍ଗଳ କାମନା କରି ହରିବୋଲ ଦେବା ପରେ ଗଜଭୋଗ ବିତରଣ କରାଯାଇଥିଲା ।

    ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ । ହଜାର ହଜାର ଭକ୍ତ ରାତ୍ରୀରେ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀକୂଳ ଘାଟରେ ପୋଲିସ, ଅଗ୍ନିଶମବିଭାଗ, ଓଡ୍ରାଫ ଟିମ ମୁତାୟନ ହୋଇଥିଲେ । ପୀଠରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ତଦାରଖ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    42 %
    1.9kmh
    67 %
    Sat
    21 °
    Sun
    34 °
    Mon
    35 °
    Tue
    34 °
    Wed
    34 °

    ସମ୍ବନ୍ଧିତ