Saturday, March 28, 2026
27.6 C
Odisha

    ସପ୍ତାହ ପରେ ସମୁଦ୍ରରୁ ଫେରିଲେ ୪ ମତ୍ସ୍ୟଜୀବୀ, ମାଛ ଧରିବାକୁ ଯାଇଫସି ଯାଇଥିଲେ

    ଆଗକୁ ପଢନ୍ତୁ

    ବାସୁଦେବପୁର  : ସମୁଦ୍ରରୁ ଫେରିଲେ ୪ ମତ୍ସ୍ୟଜୀବୀ । ଏକ ସପ୍ତାହ ପରେ ସମୁଦ୍ରରୁ ଫେରିଲେ ୪ଜଣ ମତ୍ସ୍ୟଜୀବୀ । ମାଛ ମାରୁଥିବା ସମୟରେ ପ୍ରବଳ ବେଗରେ ପବନ ବୋହିବା ଫଳରେ ବୋଟଟି ଓଲଟି ପଡିଥିଲା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ପଂଚାୟତରେ ।

    ୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ଯାଇଥିଲେ। ପ୍ରଥମେ ଯାନ୍ତ୍ରିକ ତ୍ରୁଟି ତା’ ପରେ ଡଙ୍ଗା ଭାଙ୍ଗିଯିବାରୁ ଫସି ରହିଥିଲେ। ଭୋକ ଉପାସରେ ସମୁଦ୍ର ଭିତରେ ପଡି ରହିଥିଲେ। ଡଙ୍ଗା ଭଗ୍ନାବଶେଷ ସହାୟତାରେ କୂଳକୁ ଆସିଥିବା ସୂଚନା ମିଳିଛି। ସମୁଦ୍ର ଭିତରେ ରହି ଅସୁସ୍ଥ ହୋଇଥିବା ଯୋଗୁଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    39 %
    2.3kmh
    100 %
    Fri
    27 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ