Friday, April 3, 2026
26.5 C
Odisha

    ସମ୍ମମରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଅକ୍ଟୋବର ୧: ବିଶ୍ୱ ହୃତପିଣ୍ଡ ଦିºବସ ଉପଲକ୍ଷେ ଗତ ଶୁକ୍ରବାର ଦିନ ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
    ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ ।
    କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଓ କାର୍ଡିଆକ୍ ସାଇନ୍‌ସେସ୍ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଶରତ କୁମାର ସାହୁ, ଡାକ୍ତର ବନବିହାରୀ ମିଶ୍ର, ଡାକ୍ତର ବିଭୁତେନ୍ଦ୍ର ମହାନ୍ତି ଓ କନ୍‌ସଲ୍‌ଟାଂଟ ଡାକ୍ତର ସୁନୀଲ ମିଶ୍ର ବକ୍ତବ୍ୟ ରଖିଥିଲେ ।
    କାର୍ଯ୍ୟକ୍ରମରେ ବ୍ରିଗେଡିୟର ମିଶ୍ର କାର୍ଡିଆକ ସାଇନ୍‌ସେସ୍ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଡାକ୍ତର ସାହୁ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଉଚିତ୍ ସମୟରେ ନିଦ୍ରା, ନିଜର ଅନ୍ତର୍ନିହିତ ରୋଗକୁ ନିୟନ୍ତ୍ରଣରେ ରଖିବା ସହ ନିୟମିତ ଡାକ୍ତରୀ ପରୀକ୍ଷା ମାଧ୍ୟମରେ କିଭଳି ହୃତ୍‌ପିଣ୍ଡର ଯତ୍ନ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
    ସେହିପରି ଡାକ୍ତର ବନବିହାରୀ ମିଶ୍ର ଜରୁରୀକାଳୀନ ହୃତ୍ ସମସ୍ୟାର ଉପଚାର ସମ୍ପର୍କରେ ତଥ୍ୟ ରଖିବା ସହ ତମାଖୁ ସେବନର ପ୍ରଭାବ ଯୋଗୁଁ କିଭଳି ହୃତ ସମସ୍ୟା ସୃଷ୍ଟି ହେଉଛି ସେ ବିଷୟରେ ଡାକ୍ତର ମହାନ୍ତି ମତ ରଖିଥିଲେ ।ସମ୍ମମରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ
    ଭୁବନେଶ୍ୱର, ଅକ୍ଟୋବର ୧: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗତ ଶୁକ୍ରବାର ଦିନ ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
    ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ ।
    କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଓ କାର୍ଡିଆକ୍ ସାଇନ୍‌ସେସ୍ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ଶରତ କୁମାର ସାହୁ, ଡାକ୍ତର ବନବିହାରୀ ମିଶ୍ର, ଡାକ୍ତର ବିଭୁତେନ୍ଦ୍ର ମହାନ୍ତି ଓ କନ୍‌ସଲ୍‌ଟାଂଟ ଡାକ୍ତର ସୁନୀଲ ମିଶ୍ର ବକ୍ତବ୍ୟ ରଖିଥିଲେ ।
    କାର୍ଯ୍ୟକ୍ରମରେ ବ୍ରିଗେଡିୟର ମିଶ୍ର କାର୍ଡିଆକ ସାଇନ୍‌ସେସ୍ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଡାକ୍ତର ସାହୁ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଉଚିତ୍ ସମୟରେ ନିଦ୍ରା, ନିଜର ଅନ୍ତର୍ନିହିତ ରୋଗକୁ ନିୟନ୍ତ୍ରଣରେ ରଖିବା ସହ ନିୟମିତ ଡାକ୍ତରୀ ପରୀକ୍ଷା ମାଧ୍ୟମରେ କିଭଳି ହୃତ୍‌ପିଣ୍ଡର ଯତ୍ନ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
    ସେହିପରି ଡାକ୍ତର ବନବିହାରୀ ମିଶ୍ର ଜରୁରୀକାଳୀନ ହୃତ୍ ସମସ୍ୟାର ଉପଚାର ସମ୍ପର୍କରେ ତଥ୍ୟ ରଖିବା ସହ ତମାଖୁ ସେବନର ପ୍ରଭାବ ଯୋଗୁଁ କିଭଳି ହୃତ ସମସ୍ୟା ସୃଷ୍ଟି ହେଉଛି ସେ ବିଷୟରେ ଡାକ୍ତର ମହାନ୍ତି ମତ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    46 %
    1.9kmh
    0 %
    Fri
    40 °
    Sat
    39 °
    Sun
    36 °
    Mon
    37 °
    Tue
    40 °

    ସମ୍ବନ୍ଧିତ