Thursday, June 11, 2026
29.7 C
Odisha

    ଚୌଦ୍ୱାର-କଟକରେ ଧସୁଛି ବିଜେଡି ଦୁର୍ଗ, ଦଳ ଛାଡ଼ିଲେ ୮୦ରୁ ଅଧିକ କର୍ମୀ

    ଆଗକୁ ପଢନ୍ତୁ

    କଟକ ଚୌଦ୍ୱାର ବିଜେଡିକୁ ଶକ୍ତ ଝଟକା । ଚୌଦ୍ୱାର କଟକରେ ଧସୁଛି ବିଜେଡି ଦୁର୍ଗ । କାଉନସିଲର, ସରପଞ୍ଚ, କର୍ପୋରେଟରଙ୍କ ଗୁପ୍ତ ମେଳି ପରେ ବିଜେଡି ଛାଡ଼ିଲେ କଟକ ଚୌଦ୍ୱାର ଯୁବ ଓ ଛାତ୍ର ନେତୃତ୍ୱ । ଚୌଦ୍ଵାର କଟକ ବିଜେଡି ଯୁବ ଓ ଛାତ୍ର ଜନତା ଦଳର ବହୁ ନେତା ସାମୁହିକ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି ।୮୦ରୁ ଉର୍ଦ୍ଧ୍ବ ଯୁବଛାତ୍ର ଓ କର୍ମକର୍ତ୍ତା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମର୍ଥନ କରି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଛାତ୍ର ସଭାପତି, କାର୍ଯ୍ୟକାରୀ ସଭାପତି ଓ ୧୨ରୁ ଅଧିକ ୱାର୍ଡର ଛାତ୍ର ସଭାପତିଙ୍କ ସହ ପୂର୍ବତନ ଜିଲ୍ଲା ଯୁବ ଉପସଭାପତି ଓ ୧୬ ଜଣ ଯୁବ ୱାର୍ଡ ସଭାପତି ଇସ୍ତଫା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.7 ° C
    29.7 °
    29.7 °
    49 %
    0.9kmh
    24 %
    Wed
    30 °
    Thu
    42 °
    Fri
    41 °
    Sat
    42 °
    Sun
    42 °

    ସମ୍ବନ୍ଧିତ