Tuesday, March 11, 2025
19.8 C
Odisha

    ସରକାରଙ୍କ ବଡ଼ ଘୋଷଣା; ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ଟଙ୍କା, ୩ଟି ସିଲିଣ୍ଡର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସରକାର ବଦଳିବା ପରେ ବଦଳୁଛି ଗୋଟିଏ ପରେ ଗୋଟିଏ ନିୟମ । ଲୋକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନୂଆ ଯୋଜନା ଆରମ୍ଭ କରୁଛନ୍ତି । ଯାହାଫଳରେ ସାଧାରଣ ଜନତା ଉପକୃତ ହୋଇ ପାରିବେ । ଗରିବ ତଥା ଦିନ ମଜୁରିଆଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି ବିଜେପି ସରକାର । ନିର୍ବାଚନ ପୂର୍ବରୁ ଜନତା ଜନାର୍ଦ୍ଦନକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଗୋଟି ଗୋଟି କରି ସମସ୍ତ କଥାକୁ ଏବେ ସରକାର କାମରେ କରି ଦେଖାଉଛନ୍ତି । ଏଥିମଧ୍ୟରେ ମହିଳାଙ୍କ ବିକାଶ ପାଇଁ ମାସିକ ଭତ୍ତା ଏବଂ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିକାଶର ଏକ ନୂଆ ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି ସରକାର । ନିର୍ବାଚନ ପ୍ରଚାର ବେଳେ ସରକାର ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ଗୋଟି ଗୋଟି କରି ପୂରଣ କରିବାକୁ ଲାଗି ପହିଛନ୍ତି । ଫୁଲସ୍ପିଡରେ ଚାଲିଛି କାମ , ସରକାର ବେଶ୍ ଆକ୍ଟିଭ ମୋଡରେ ଥିବା ବେଳେ ସରକାରଙ୍କ ଫୋକସରେ ବିଶେଷ କରି ରହିଛନ୍ତି ମହିଳା ଓ କୃଷି । ମହିଳା କିଭଳି ଭାବରେ ସ୍ୱାମଲମ୍ବୀ ହୋଇ ପାରିବେ ସେଥିପାଇଁ ଏବେ ମହିଳାଙ୍କ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଏଣିକି ପ୍ରତି ମାସରେ ମହିଳାଙ୍କୁ ୧୫୦୦ଟଙ୍କା ଲେଖାଏଁ ଭତ୍ତା ଯୋଗାଇ ଦିଆଯିବ ।
    ଏଥିସହିତ ପରିବାର ପିଛା ମାଗଣା ୩ ଟି ମାଗଣା ସିଲିଣ୍ଡର ମଧ୍ୟ ମିଳିବା ନେଇ ସରକାର ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    46 %
    1.6kmh
    0 %
    Tue
    36 °
    Wed
    39 °
    Thu
    40 °
    Fri
    41 °
    Sat
    40 °

    ସମ୍ବନ୍ଧିତ