Monday, October 19, 2026
21.9 C
Odisha

    ସର୍ବସମ୍ମତିକ୍ରମେ ସୁନେତ୍ରା ପାୱର ହେଲେ ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଅଜିତ ପାୱରଙ୍କ ପତ୍ନୀ ସୁନେତ୍ର ପାୱରଙ୍କୁ ଏନସିପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିଷ୍ପତ୍ତି ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିବେସନ ଆରମ୍ଭରୁ ପ୍ରଫୁଲ ପଟେଲ ଭାବୁକ ହୋଇ ସମ୍ବୋଧନ କରିଥିଲେ । ଅଜିତ ପାଓ୍ବାରଙ୍କ ନିଧନ ପରେ ଅନେକ ପ୍ରକାରର ଚର୍ଚ୍ଚା ଚାଲିଥିଲା ।

    ତେବେ ଅଧିବେସନରେ ସର୍ବସମ୍ମତିକ୍ରମେ ପାର୍ଟିର ନୂଆ ନେତ୍ତ୍ବରେ ନେଇ ଆଗକୁ ବଢିବାକୁ ହେବ । ବୈଠକରେ ଥିବା ସମସ୍ତ ନେତା ଏବଂ ପ୍ରତିନିଧି ସୁନେତ୍ରା ପାୱରଙ୍କୁ ଅଧ୍ୟକ୍ଷ ଭାବେ ସମର୍ଥନ କରିଥିଲେ । ଏହାପରେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ