Friday, October 2, 2026
23.8 C
Odisha

    ସହରାଞ୍ଚଳରେ ସୁବିଧାରେ ଫ୍ଲାଟ ଯୋଗାଇ ଦେବେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସହରାଞ୍ଚଳରେ ସୁବିଧାରେ ଫ୍ଲାଟ ଯୋଗାଇ ଦେବେ ସରକାର । ମହାରାଷ୍ଟ୍ର ଢାଞ୍ଚାରେ ପିପିପି ମୋଡ଼ରେ ହେବ ପ୍ରକଳ୍ପ । ଏନେଇ ନୂଆ ମୋଡାଲିଟି ପ୍ରସ୍ତୁତ କରୁଛି ନଗର ଉନ୍ନୟନ ଏବଂ ରାଜସ୍ବ ବିଭାଗ । ମହାରାଷ୍ଟ୍ର ମଡେଲରେ ପିପିପି ମୋଡ଼ରେ ଫ୍ଲାଟ ବନେଇକି ଦେବେ ସରକାର । ଅନ୍ୟ ରାଜ୍ୟ ମଡେଲ ବାବଦରେ ବି ଅଧ୍ୟୟନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ