Friday, October 2, 2026
29.9 C
Odisha

    ସହର ମୁହାଁ ହାତୀ ପଲ, ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ

    ଆଗକୁ ପଢନ୍ତୁ

    ଆଠଗଡ଼ : ଆଠଗଡ଼ ସହର ମୁହାଁ ହାତୀ ପଲ । ଆଠଗଡ଼ ସହର ନିକଟ ନୂଆଗଡ ମୁଣ୍ଡିଆ ଉପରେ ଦନ୍ତା ହାତୀର ଉତ୍ପାତ । ହାତୀ ପଲରୁ ଗୋଠଛଡା ହୋଇ ବୁଲୁଚି ଏହି ଦନ୍ତା ହାତୀ । ଆଠଗଡ଼ ସହରର ଓ ଆଖପାଖ ଅଞ୍ଚଳରେ ଏକ ପ୍ରକାର ର କୋକୁଆ ଭୟ ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ଦନ୍ତା ହାତୀ ଉପରେ ତୀକ୍ଷ୍ଣ ନଜର ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ