Monday, January 5, 2026
19.8 C
Odisha

    ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ: ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର

    ଆଗକୁ ପଢନ୍ତୁ

    କଟକ : ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ । ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ, ଚେୟାର ଫିଙ୍ଗଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରି ବାରୁ ଆହୁରି ବଢିଲା ବିବାଦ । ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର । ଗୃହରେ ଅଚଳାବସ୍ଥା ଜାରି । ବନ୍ଦ ରହିଛି ବୈଠକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    43 %
    2.2kmh
    0 %
    Mon
    19 °
    Tue
    27 °
    Wed
    27 °
    Thu
    27 °
    Fri
    27 °

    ସମ୍ବନ୍ଧିତ